STORYMIRROR

କୁଆଁର ପୁନେଇ ଆସିଲେ ଯଦିଓ ଆଗ ପରି ଏ ପୁନେଇଁ ହୁଏ ନାହିଁ ବୋଉ ମୁଁ ତୁ ଗଲା ପରେ ଭାଲୁ ତାରା ସରଗର ଚାନ୍ଦ ମନେ ମନେ ହୁରୁଦ୍ ତତେ ଝୁରୁଛେ ସମୂଦର୍ ଅନ୍ଧାର୍ ସାଗର ଗଜରା ମନେ ତୁମେ ମଳୟ

Oriya ତୁ ମନେ ପଡୁ ବୋଉ Poems